Advertisment

ବୋହି ଥିବା ସିନ୍ଦୂର ମଥାରେ ଲାଗିଲା

ଚମ ଧୁଡୁ ଧୁଡୁ ହାତରେ ଫୁଲ ଗୁନ୍ଥୁଥିବା ଏ ମା’ ଆଜି ଭାରି ଖୁସି। ତାଙ୍କ ଖୁସିର କାରଣ ଶୁଣିଲେ ଯେ କେହିବି ଖୁସି ହୋଇଯିବ। ୫୪ ବର୍ଷ ଧରି ଆଖିରୁ ଲୁହ ଝରାଉଥିବା ଇଏ ଜଣେ ସହିଦଙ୍କ ପତ୍ନୀ।

author-image
Tapaswini Nayak

ଚମ ଧୁଡୁ ଧୁଡୁ ହାତରେ ଫୁଲ ଗୁନ୍ଥୁଥିବା ଏ ମା’ ଆଜି ଭାରି ଖୁସି। ତାଙ୍କ ଖୁସିର କାରଣ ଶୁଣିଲେ ଯେ କେହିବି ଖୁସି ହୋଇଯିବ। ୫୪ ବର୍ଷ ଧରି ଆଖିରୁ ଲୁହ ଝରାଉଥିବା ଇଏ ଜଣେ ସହିଦଙ୍କ ପତ୍ନୀ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପରେସନ ସିନ୍ଦୂର ତାଙ୍କୁ ଦେଇଛି ଆଶ୍ୱସ୍ତି। ଆଖିରୁ ଲୁହ ଶୁଖୁନି ସତ କିନ୍ତୁ ମନ କୁଣ୍ଢେମୋଟ ହୋଇଯାଉଛି।

Advertisment
Puri
Advertisment
Advertisment