Advertisment

ଏମିତି ମାଆ ସମସ୍ତଙ୍କୁ ମିଳୁ

ନିଜର ଶରୀରରୁ ରକ୍ତ ମାଂସ ଦେଇ ଦୁନିଆକୁ ଆଣିଥିଲା । ଆଉ ଏବେ କିଡନୀ ଦେଇ ପୁଣି ଥରେ ନିଜ ସନ୍ତାନକୁ ନୂଆ ଜୀବନ ଦେଇଛି ଏ ମା’ । କୁହାଯାଏ ମା’ର ଋଣ କେହି ସୁଝି ପାରନ୍ତିନି । ଆଉ ଏ ମା’ର ଋଣ ଆଗରେ ସବୁକିଛି ତୁଚ୍ଛ । ଏ ହେଉଛନ୍ତି ବ୍ରହ୍ମପୁରର ଏସ୍‌. ଶାରଦା ।

author-image
Tapaswini Nayak

Ganjam
Advertisment
Advertisment