Naxal attack
୯ ବର୍ଷର ତନୁଜ ଶତପଥୀ। ବାପାର ଶେଷକୃତ୍ୟ ସମ୍ପନ୍ନ ପାଇଁ ତାର କୁନି କୁନି ହାତରେ ଖଇ କଉଡି ପକାଇ ଆଗେ ଆଗେ ଚାଲିଛି। କିଛି ଭାବିବା ପୂର୍ବରୁ ଆତଙ୍କୀ କିଭଳି ତା ଅଖି ଆଗରେ ବାପାକୁ ଗୁଳି କରି ମାରିଲେ ଭାବି ଚାଲିଛି। ତା ଆଖି ଆଗରେ ଘଟି ଯାଇଛି ଏହି ଲୋମଟାଙ୍କୁରା ଘଟଣା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)