Advertisment

୩ ବର୍ଷୀୟା ଚାକିରିକୁ ୯ହଜାର ଆବେଦନ

ଅସ୍ଥାୟୀ ଚାକିରୀ କରିବା ପାଇଁ ଶିକ୍ଷିତଙ୍କ ଭିତରେ ରେସ୍। ହୋମଗାର୍ଡ ପାଇଁ ଆବେଦନ କରିବାକୁ ହାଉଜାଉ ଆଶାୟୀ। ୧୦୭ଟି ପଦବି ପାଇଁ ଆବେଦନ ଟପିଲାଣି ୯ ହଜାର। ବିଟେକ୍, ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ ।

author-image
Tapaswini Nayak

ଅସ୍ଥାୟୀ ଚାକିରି କରିବା ପାଇଁ ଶିକ୍ଷିତଙ୍କ ଭିତରେ ରେସ୍। ହୋମଗାର୍ଡ ପାଇଁ ଆବେଦନ କରିବାକୁ ହାଉଜାଉ ଆଶାୟୀ। ୧୦୭ଟି ପଦବି ପାଇଁ ଆବେଦନ ଟପିଲାଣି ୯ ହଜାର। ବିଟେକ୍, ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ ।

Advertisment
Rourkela Odisha Forest Homeguard
Advertisment
Advertisment