ଘାତକ ସାଜୁଛି ବେପରୁଆ ଗାଡ଼ି ଚାଳନା ଓ ଯୁବପିଢ଼ିଙ୍କ ରିଲ୍ସ ନିଶା । ଅନିଚ୍ଛାକୃତ ଆଘାତ ମୃତ୍ୟୁହାରରେ ଓଡ଼ିଶା ଦେଶରେ ଅଷ୍ଟମ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ, ରାଜ୍ୟରେ ଦିନକୁ ଯାଉଛି ୫୭ ଜୀବନ । ରାଜ୍ୟ ସରକାରଙ୍କୁ ଶ୍ବେତପତ୍ର ଜାରି ପାଇଁ କହିଲେ ସଡ଼କ ସୁରକ୍ଷା ବିଶେଷଜ୍ଞ ।
Published By: Sujit kumar Swain
Last updated: 12 October 2024, 09:49 PM IST
ଟଙ୍କା ପାଇନଥିବା ‘ସୁଭଦ୍ରା’ ଆବେଦନକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । ବଡ଼ ଆଶ୍ୱସ୍ତି ଆଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଫୋନ୍ କରି ତ୍ରୁଟି ସମାଧାନର ବାଟ ବତାଇବେ ସରକାର ।