Advertisment

ପାଗଳ କଲା ଫ୍ରି ଫାୟାର୍‌ ଗେମ୍‌, ନେଇଗଲା ଜୀବନ

ମା’ ଆଖିରୁ ଶୁଖୁନି ଲୁହ। ପୁଅ ପୁଅ କହି ବାହୁନି କାନ୍ଦୁଛି। ହେଲେ ପୁଅ କ’ଣ ଆଉ ଫେରିବ। ସବୁ ଦିନ ପାଇଁ କୋଳ ଖାଲି କରି ଆରପାରିକୁ ଚାଲିଯାଇଛି ପୁଅ। ସାମାନ୍ୟ ମୋବାଇଲ୍ ପାଇଁ ନେଇଛି ତା’ର ପ୍ରାଣ। ଅନ୍‌ଲାଇନ୍‌ ଗେମ୍‌ ଖେଳିବାକୁ ମା’ ବାରଣ କରିବାରୁ ବେକରେ ରଶି ଲଗାଇ ଝୁଲି ପଡିଛି ୨୦ ବର୍ଷୀୟ ଭେଣ୍ଡିଆ ପୁଅ।

author-image
Tapaswini Nayak

In Balasore
Advertisment
Advertisment