Advertisment

ମୁଁ ପାଠ ପଢି ଜଣେ କଲେକଟର ହେବି

ମୁଁ ପାଠ ପଢି ଜଣେ କଲେକଟର ହେବାକୁ ଚାହେଁ, ଗରିବ ଗୁରୁବାଙ୍କୁ ସାହାଯ୍ୟ କରିବାକୁ ଚାହେଁ... ହେଲେ ମୋ ଇଚ୍ଛାର ଡେଣାକୁ ଭାଙ୍ଗି ଦେଉଛି ପରିବାରର ଆର୍ଥିକ ଅନଟନ.

author-image
Tapaswini Nayak

ମୁଁ ପାଠ ପଢି ଜଣେ କଲେକଟର ହେବାକୁ ଚାହେଁ, ଗରିବ ଗୁରୁବାଙ୍କୁ ସାହାଯ୍ୟ କରିବାକୁ ଚାହେଁ... ହେଲେ ମୋ ଇଚ୍ଛାର ଡେଣାକୁ ଭାଙ୍ଗି ଦେଉଛି ପରିବାରର ଆର୍ଥିକ ଅନଟନ... ରାତି ପାହିବା ପୂର୍ବରୁ କାଳେ ସ୍ବପ୍ନ ଭାଙ୍ଗିଯିବ ସେ ଡର ମୋତେ ଘାରୁଛି... ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି, ମୋ ସ୍ବପ୍ନ ସାକାରରେ ମୋତେ ସହଯୋଗ କରନ୍ତୁ... ମୋତେ ପାଠ ପଢିବାକୁ ସହାୟତା କରନ୍ତୁ....

Advertisment
IAS Officer
Advertisment
Advertisment