Advertisment

ଗୁଗୁଲରେ ଜ୍ୟୋତିଙ୍କ ସ୍ୱାମୀ !

ସୁନ୍ଦରୀ ଜ୍ୟୋତି ମାଲହୋତ୍ରାଙ୍କ ପାଇଁ ପାଗଳ ହୋଇଯାଇଛନ୍ତି ଯୁବପିଢି। ଏହି ପାକିସ୍ତାନୀ ଗୁପ୍ତଚର ବିବାହିତ ନା’ ଅବିବାହିତ ବୋଲି ଲୋକେ ଜାଣିବାକୁ ଚାହୁଁଛନ୍ତି।

author-image
Tapaswini Nayak

ସୁନ୍ଦରୀ ଜ୍ୟୋତି ମାଲହୋତ୍ରାଙ୍କ ପାଇଁ ପାଗଳ ହୋଇଯାଇଛନ୍ତି ଯୁବପିଢି। ଏହି ପାକିସ୍ତାନୀ ଗୁପ୍ତଚର ବିବାହିତ ନା’ ଅବିବାହିତ ବୋଲି ଲୋକେ ଜାଣିବାକୁ ଚାହୁଁଛନ୍ତି। ଏମିତିକି ଗୁଗୁଲରେ ଜ୍ୟୋତିଙ୍କ ସ୍ୱାମୀ କିଏ ବୋଲି ସର୍ଚ୍ଚ କରୁଛନ୍ତି। ତେବେ କେଉଁମାନେ ଏମିତି ଖୋଜିଛନ୍ତି, ଆଜି ହିଁ ଜାଣନ୍ତୁ !

Advertisment
India India News Jyoti Malhotra Pakistan
Advertisment
Advertisment