Advertisment

ରାସ୍ତାରେ ପଡିଥିଲା ସ୍ତ୍ରୀ ଲାସ୍‌, କାନ୍ଦ ଶୁଣିଲେନି କେହି

ବାଇକ୍‌ରେ ଲଦା ହୋଇଛି ଲାସ୍‌, ଏକ ମୁହାଁ ହୋଇ ବାଇକ୍‌ ଚଲାଉଛନ୍ତି ଜଣେ ବ୍ୟକ୍ତି । ଯିଏ ଯେତେ ଡାକିଲେ ଶୁଣୁ ନାହାନ୍ତି କି ଅଟକୁ ନାହାନ୍ତି । ଏ ଦୃଶ୍ୟ ଦେଖି ଆପଣ ଭାବୁଥିବେ, ହୁଏତ କେହି ମହିଳାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିବାକୁ ନେଉଛି । କିନ୍ତୁ ଏହି ଭିଡିଓ ପଛର ଅସଲ କାହାଣୀ ଅତି ହୃଦୟ ବିଦାରକ... ଭିଡିଓରେ ଦେଖୁଥିବା ଏହି ବ୍ୟକ୍ତି ବାଇକରେ ନିଜ ସ୍ତ୍ରୀର ମୃତଦେହ ବାନ୍ଧି ଘରକୁ ନେଉଛନ୍ତି । ମୃତ ମହିଳାଙ୍କ ନାଁ ଗ୍ୟାରସି । ଆଉ ଇଏ ହେଲେ ତାଙ୍କ ସ୍ୱାମୀ ଅମିତ ଯାଦବ ।

author-image
Chinmayee Sahoo

Nagpur
Advertisment
Advertisment