OperationSindoor
ସିନ୍ଦୂର ନେଲା ସିନ୍ଦୂରର ବଦଲା... ପହଲଗାମ ଆକ୍ରମଣର ବଦଲା ଅପରେସନ ସିନ୍ଦୂରରେ ନେଇଛି ଭାରତ। ବାଛି ବାଛି ଆତଙ୍କୀ କ୍ୟାମ୍ପକୁ ଉଡାଇଛି, ଧ୍ୱଂସ ବିଧ୍ୱସ୍ତ କରିଛି। ଏ ଅପରେସନ ସିନ୍ଦୂର ପ୍ରତିଟି ଭାରତୀୟଙ୍କୁ ଯେତିକି ଆଶ୍ୱସ୍ତି ଦେଇଛି, ସେ ନାଁ ସେତିକି ହୃଦୟ ଛୁଇଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଛିଥିଲେ ଏପରି ନାଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)