ଓଡିଶା ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣଙ୍କୁ ମନା କରିଥିଲି। ମହାପ୍ରଭୁ ଜଗନ୍ନାଥଙ୍କ ଭୁମିକୁ ଯିବାକୁ ମନ ବଳେଇଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ଏହି କଥା କହି ଓଡିଆଙ୍କ ମନ ଜିଣିନେଇଛନ୍ତି ।
Published By: Tapaswini Nayak
Last updated: 21 June 2025, 11:11 AM IST
ଭାରତୀୟ ସେନାରେ ସମନ୍ୱୟ ବୃଦ୍ଧି ପାଇଁ ୩ଟି ମିଳିତ ସାମରିକ ଷ୍ଟେସନ୍ ଗଠନ ନିଷ୍ପତ୍ତି । ଭାରତର ସଶସ୍ତ୍ର ବାହିନୀ, ସେମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ତିନିଟି ନୂଆ ମିଳିତ ସାମରିକ ଷ୍ଟେସନ୍ ଏବଂ ଏକ ତ୍ରି-ସେବା ଶିକ୍ଷା କୋର୍ ଗଠନ କରିବାକୁ ଘୋଷଣା କରିଛି।