Pakistan
ସତ ମାନୁଛି ପାକିସ୍ତାନ । ପାଳୁଛି ଆତଙ୍କବାଦୀ । ଦେଉଛି ଆତଙ୍କୀଙ୍କୁ ଟ୍ରେନିଂ । ଆମେ ପାକିସ୍ତାନ ନୁହେଁ, ଆମେ ଆତଙ୍କୀସ୍ତାନ । ଏକଥା ନିଜ ମୁହଁରେ ମାନିଛି ପାକିସ୍ତାନ । ଅନ୍ତର୍ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱଜା ଅସିଫ ଏ କଥା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)