PahalgamAttack
ଦୋ ମୁହାଁ କଥା କହୁଥିବା ପାକିସ୍ତାନର ଇଏ ହେଉଛି ଅସଲ ଚେହେରା। ଆତଙ୍କର ମଞ୍ଜି ବୁଣୁଥିବା ପାକିସ୍ତାନ ଦେଖାଇଛି ତା’ର କ୍ରୁର ରୂପ। ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା। ପହଲଗାମ ବଦଲା ନେବାକୁ ସୀମାରେ ଭାରତ କଲାଣି ଯୁଦ୍ଧାଭ୍ୟାସ। ପୂରା ବିଶ୍ୱ ବି ଏହି ଘଟଣାକୁ କଡା ସମାଲୋଚନା କରୁଛି । ତଥାପି ସୁଧୁରୁନି ପାକିସ୍ତାନ। ଭିତରେ ଭିତରେ ଫମ୍ପା ହୋଇସାରିଥିବା ପାକିସ୍ତାନ ଛାଡୁନି ତା’ର ମୁହଁ ଟାଣ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)