Advertisment

ପାକିସ୍ତାନୀର ହୀନ କାମ ବାଜିରେ,ଲାଗିଥିଲା ୨୨୭_ଜୀବନ

ଶତ୍ରୁ କେବେ ମିତ୍ର ହୁଏନି। ସୈତାନ ସବୁ ବେଳେ ସୈତାନ। ଯେତେ ଯାହା ହେଲେ ବି କେବେ ସୁଧୁରିବନି ତା’ ଗୁଣ। ଯେଉଁ ବେଇମାନକୁ ସେହି ବେଇମାନ ହିଁ ରହିବ। ନା କାହାକୁ ସାହାଯ୍ୟ କରିବ ନା କାହା ସହ ଶାନ୍ତିରେ ରହିପାରିବ। ପୁଣି ପଦାରେ ପଡିଛି ପାକିସ୍ତାନର ଧୋକାବାଜ ଚରିତ୍ର। କରିଛି ହୀନକାମ।

author-image
Tapaswini Nayak
ଅଦ୍ୟତନ ହୋଇଛି

ଶତ୍ରୁ କେବେ ମିତ୍ର ହୁଏନି। ସୈତାନ ସବୁ ବେଳେ ସୈତାନ। ଯେତେ ଯାହା ହେଲେ ବି କେବେ ସୁଧୁରିବନି ତା’ ଗୁଣ। ଯେଉଁ ବେଇମାନକୁ ସେହି ବେଇମାନ ହିଁ ରହିବ। ନା କାହାକୁ ସାହାଯ୍ୟ କରିବ ନା କାହା ସହ ଶାନ୍ତିରେ ରହିପାରିବ। ପୁଣି ପଦାରେ ପଡିଛି ପାକିସ୍ତାନର ଧୋକାବାଜ ଚରିତ୍ର। କରିଛି ହୀନକାମ। ଭାରତୀୟ ବିମାନକୁ ଅନୁମତି ଦେଲାନି କ୍ରୁର ପାକ୍‌। ମଝି ଆକାଶରେ ଅଘଟଣରୁ ବର୍ତ୍ତିବା ପାଇଁ ସହାୟତା ମାଗିଥିଲା ଇଣ୍ଡିଗୋ। ହେଲେ ଏୟାରସ୍ପେଶ୍‌ ଦେବାକୁ ମନା କରିଦେଲା ପାକିସ୍ତାନ।

Advertisment
India Pakistan
Advertisment
Advertisment