• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ପାକିସ୍ତାନ ପରେ ଏବେ ବାଂଲାଦେଶ ପାଳି । ବେଇମାନ ବାଂଲାଦେଶକୁ ପାନେ ଦେବ ଭାରତ । ବନ୍ଦ କରିବ ସବୁ ରାସ୍ତା, ବ୍ୟବସାୟ ହେବ ଠପ୍‌ । ଭାରତ ସହ ମିଛି ମିଛିକା ମିତ୍ରତା କରୁଥିବା ବାଂଲାଦେଶର ସବୁ ସତ ପଦାରେ ପଡ଼ିବା ପରେ ଏବେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ।

Special Story: India Restricts Bangladeshi Imports via Land Routes Amid Trade Tensions