Advertisment

ସେନା କହିଲା ପୂରା କାହାଣୀ

‘ଅପରେସନ୍ ସିନ୍ଦୂର’ର ସେହି ୨୫ ମିନିଟ୍‌ । ମଧ୍ୟରାତ୍ରିର ସେ ଘଡ଼ିସନ୍ଧି ମୁହୂର୍ତ୍ତ । ସେନାର ପ୍ରି-ପ୍ଲାନ୍‌, ଯବାନଙ୍କ ଆଟାକ୍‌ । କେମିତିଥିଲା ମେ’ ୭ ତାରିଖର ସେହି ରାତିକୁ ଗୋଟି ଗୋଟି କହିଛନ୍ତି ଯବାନ । ଅପରେସନ୍ ସିନ୍ଦୂରରେ କେମିତି ପାକିସ୍ତାନକୁ ପାନେ ଚଖାଇଥିଲା ଭାରତୀୟ ସେନା ।

author-image
Tapaswini Nayak

India Pakistan
Advertisment
Advertisment