Advertisment

ଜମ୍ମୁକାଶ୍ମୀରକୁ ମିଳିବନି ରାଜ୍ୟ ମାନ୍ୟତା !

ରାଜ୍ୟ ମାନ୍ୟତା ପାଇବନି ଜମ୍ମୁକାଶ୍ମୀର ! ଆତଙ୍କୀଙ୍କ ହମଲା ପରେ ମଉଳିଲା ଆଶା । କେନ୍ଦ୍ର ସରକାରଙ୍କ ନିକଟରେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ନେଇ ଦାବି ରଖିବେନି ମୁଖ୍ୟମନ୍ତ୍ରୀ । ଏ ପରି ଏକ ଆଲୋଚନା ଜମ୍ମୁକାଶ୍ମୀର ବିଧାନସଭାରେ ଉଠିଛି ।

author-image
Tapaswini Nayak

JammuKashmir
Advertisment
Advertisment