Landslide In Uttarakhand
ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।ଏକାଧିକ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଖାଲି ସେତିକି ନୁହେଁ କିଛି ଅଞ୍ଚଳରେ ଲୋକେ ନିଖୋଜ ହେବା ଖବର ବି ମିଳିଛି । ଧର୍ମଶାଳାର ଏକାଧିକ ଅଞ୍ଚଳରେ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛିା ପାହାଡ଼ି ଅଞ୍ଚଳରେ ରହୁଥିବା ଲୋକଙ୍କ ଘର ଧୋଇ ହୋଇଯାଇଛି । କିଛି ଲୋକେ ଜୀବନ ବଞ୍ଚାଇ ଘରୁ ବାହାରି ଆସିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)