Rejection
ଗର୍ଭବତୀ ସ୍ତ୍ରୀର ଦେଖାଶୁଣା ପାଇଁ ଛାଡିଦେଲେ କୋଟିଏ ଟଙ୍କାର ଚାକିରି । ୱାର୍କ ଫ୍ରମ ହୋମ୍ ସୁବିଧା ସହ ବାର୍ଷିକ ୧ କୋଟି ୨୦ ଲକ୍ଷର ଦରମାକୁ କଲେ ବାଏ ବାଏ... ବେଙ୍ଗାଲୁରୁର ଜଣେ ଯୁବକ ସୋସିଆଲ ମିଡିଆରେ ଏମିତି ଏକ ପୋଷ୍ଟ କରିଛନ୍ତି, ଯାହା ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯୁବକ ଜଣକ ନିଜ ଗର୍ଭବତୀ ପତ୍ନୀଙ୍କ ଯତ୍ନ ନେବା, ତାଙ୍କ ସହ ସମୟ ବିତାଇବା ଓ ଘର କାମ କରିବା ପାଇଁ କୋଟିଏ ଟଙ୍କାର ଚାକିରି ଛାଡିଥିବା ନିଜେ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)