Advertisment

ଆସିଲା ରିପୋର୍ଟ କେଉଁ ମୁଖ୍ୟମନ୍ତ୍ରୀ କେତେ ଧନୀ ?

ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଆଉ କିଏ ସବୁଠୁ ଗରୀବ ? ଆସୋସିଏଟ ଅଫ୍ ଡେମୋକ୍ରାଟିକ ରିଫର୍ମ୍ସ (ADR) ଓ ନ୍ୟାସନାଲ ଇଲେକ୍ସନ ୱାଚ୍‌ (NEW) ପକ୍ଷରୁ ପ୍ରକାଶ ପାଇଛି ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରିପୋର୍ଟରେ କୋଟିପତି ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅଛନ୍ତି ମୋହନ ଚରଣ ମାଝୀ । ADR ଓ NEW ରିପୋର୍ଟ ଅନୁସାରେ, ମୋହନ ମାଝୀ ୧ କୋଟି ୯୩ ଲକ୍ଷ ସମ୍ପତ୍ତିର ମାଲିକ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ । ତୃତୀୟ ଧନୀ ସିଏମ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ।

author-image
Tapan Kumar Swain