Advertisment

ହନିମୁନ୍‌ ରାତିରେ କିଲର୍‌ ୱାଇଫ୍‌ର ଖେଳ

ଖୋଲିଲା ମେଘାଳୟ ଦମ୍ପତିଙ୍କ ନିଖୋଜ ମିଷ୍ଟ୍ରି। ଘଟଣାର ହେଲା ପର୍ଦ୍ଦାଫାଶ। ୧୭ ଦିନ ପରେ ହଟିଲା ସସ୍‌ପେନ୍ସ। ହନିମୁନ୍ ଟ୍ରିପରେ ସୁପାରି କିଲର ଲଗାଇ ସ୍ବାମୀଙ୍କର ଜୀବନ ନେଇଥିଲା ସ୍ତ୍ରୀ।

author-image
Tapaswini Nayak
ଅଦ୍ୟତନ ହୋଇଛି

ଖୋଲିଲା ମେଘାଳୟ ଦମ୍ପତିଙ୍କ ନିଖୋଜ ମିଷ୍ଟ୍ରି। ଘଟଣାର ହେଲା ପର୍ଦ୍ଦାଫାଶ। ୧୭ ଦିନ ପରେ ହଟିଲା ସସ୍‌ପେନ୍ସ। ହନିମୁନ୍ ଟ୍ରିପରେ ସୁପାରି କିଲର ଲଗାଇ ସ୍ବାମୀଙ୍କର ଜୀବନ ନେଇଥିଲା ସ୍ତ୍ରୀ। ଘଟଣାର ୭ ଦିନ ପରେ ନିଖୋଜ ରାଜା ରଘୁବଂଶୀଙ୍କ ମିଷ୍ଟ୍ରି ଉପରୁ ପରଦା ହଟିଛି। ହତ୍ୟାକାରୀ ପତ୍ନୀ ସୋନମ୍ ପୋଲିସ ନିକଟରେ ଆତ୍ମସମର୍ପଣ କରି ସବୁ ସତ କଥା ଗୋଟି ଗୋଟି କରି ବଖାଣିଛି।

Advertisment
Murder
Advertisment
Advertisment