ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିବା ସହ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।
Published: Otv Khabar Bureau
Last updated: 07 October 2021, 06:25 PM IST
ବେପାର କରିବାକୁ ବାପାଙ୍କଠାରୁ ନେଇଥିଲେ ୨୦ ହଜାର ଟଙ୍କା । ସାଇକେଲ ପାର୍ଟ୍ସ ତିଆରିରୁ ଆରମ୍ଭ ହେଲା ବ୍ୟବସାୟିକ ଯାତ୍ରା । ଆଜି ସେ ଦେଶର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ କମ୍ପାନୀ 'ଏୟାରଟେଲ' ମାଲିକ । ପଢନ୍ତୁ ଏୟାରଟେଲ ପ୍ରତିଷ୍ଠାତା ସୁନୀଲ ଭାରତୀ ମିତ୍ତଲଙ୍କ ସଫଳତାର କାହାଣୀ ସମ୍ପର୍କରେ...