Advertisment

ସାରା ବିଶ୍ବ ଥରହର

ଉଗ୍ର ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ଇରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ । ଘନ ଘନ ମିସାଇଲ୍ ମାଡ଼ରେ ଜଳିଲା ଇରାନର ରାଜଧାନୀ ତେହେରାନ । ଏହି ସୂଚନା ଦେଇଛି ଖୋଦ୍‌ ଇସ୍ରାଏଲ ଡିଫେନ୍ସ ଫୋର୍ସ ।

author-image
Tapaswini Nayak

Air Strike
Advertisment
Advertisment