ସାଧାରଣ ଲୋକଙ୍କୁ ଫୋନ୍ କରିକି ତଥ୍ୟ ମାଗୁଛି ISI
ପହଲଗାମ୍ ହମଲା ପରେ ଖୋଲୁଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଚେହେରା। କେମିତି ସାଧାରଣ ନାଗରିକଙ୍କୁ ISI ଏଜେଣ୍ଟ ଫୋନ୍ କରି ସେନା ଗତିବିଧି ବାବଦରେ ତଥ୍ୟ ସଂଗ୍ରହ କରୁଛନ୍ତି। ତାର ଅଡ଼ିଓ ଏବେ ସାମନାକୁ ଆସିଛି। ଫେକ୍ ଫୋନ୍ କଲ୍ କରି ସୁରକ୍ଷା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ବାବଦରେ ତଥ୍ୟ ନେଉଛନ୍ତି। ଇଆଡୁ ସିଆଡୁ କଥା ପଚାରୁଛନ୍ତି। ଏଥିସହ ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନରେ ମିଲିଟାରୀ ଷ୍ଟେସନ ବାବଦରେ କଥା ଆଦାୟ କରୁଛନ୍ତି ISI ଏଜେଷ୍ଟ। ସେନାର ମୁଭମେଣ୍ଟ ନେଇ ସ୍ପଷ୍ଟ ସୂଚନା ପାଇବାକୁ ସାଧାରଣ ନାଗରିକଙ୍କୁ ଫୋନ୍ କରୁଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)