Pakistan
ଜମ୍ମୁ-କାଶ୍ମୀରରେ ଏବେ ବି ସକ୍ରିୟ ଅନେକ ଆତଙ୍କବାଦୀ । ପିଓକେରେ ଛପିଛନ୍ତି ୧୩୦ ଆତଙ୍କୀ । ଆକ୍ଟିଭ ଅଛି ୪୨ ଟେରରିଷ୍ଟ ଲଞ୍ଚ ପ୍ୟାଡ୍ । ଆତଙ୍କୀଙ୍କ ଲଞ୍ଚ ପ୍ୟାଡ୍ ଠାବ କଲା ଭାରତୀୟ ସେନା । ଗତ ୨୨ ତାରିଖରେ କାଶ୍ମୀରର ପହଲଗାଓରେ ଆତଙ୍କୀଙ୍କ ନରସଂହାର ପରେ ଭାରତର କରୁଛି ବଡ଼ ପ୍ଲାନ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)