PahalgamTerrorAttack
ଭାରତ-ପାକିସ୍ତାନ ଟେନସନ ଭିତରେ ଭାରତୀୟ ବାୟୁସେନା ଆରମ୍ଭ କରିଛି ଜୋରଦାର ଯୁଦ୍ଧାଭ୍ୟାସ । ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି IAFର ଟପ୍ ଗନ ପାଇଲଟ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନାର ଲଢ଼ୁଆ ବିମାନ ଯୁଦ୍ଧାଭ୍ୟାସରେ ଭାଗ ନେଇଛନ୍ତି । ଯୁଦ୍ଧାଭ୍ୟାସର ନାଁ ରହିଛି 'ଆକ୍ରମଣ'. ସାମିଲ ହୋଇଛନ୍ତି ରାଫେଲ ଓ ସୁଖୋଇ ଫାଇଟର ଜେଟ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)