pm modi
ପାକିସ୍ତାନଙ୍କୁ ମୋଦିଙ୍କ ପୁଣି ଧମକ । ଆତଙ୍କୀଙ୍କୁ ସାହାଯ୍ୟ କଲେ ଘରେ ପଶି ମାରିବୁ । ଆତଙ୍କୀ ହମଲା କଲେ ଆମେ ଆମ ହିସାବରେ, ଆମ ସର୍ତ୍ତରେ ଗୋଡେଇ ଗୋଡେଇ ମାରିବୁ । ନ୍ୟୁକ୍ଲିୟର ବମ୍ବ କଥା କହି ବ୍ଲାକମେଲ କଲେ କଡା ଜବାବ ଦେବୁ । ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ମାଟିକୁ ଉଡାଇଦେବୁ । ଆତଙ୍କବାଦୀ ସଂଗଠନ ପାଇଁ ଭାରତର ଲକ୍ଷ୍ମଣରେଖା ସ୍ପଷ୍ଟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)