Advertisment

ଥରହର ପାକିସ୍ତାନ, ଭାରତ କରିବ କି ଷ୍ଟ୍ରାଇକ୍ !

୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜବୁତ କରିବ। ଫ୍ରାନ୍ସରୁ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଟ୍ୱିନ୍‌ ସିଟର ରାଫେଲ ଜେଟ୍‌ ଭାରତକୁ ଆସିବ।

author-image
Santosh Kumar Sahoo

ପହଲଗାମ୍ ହମଲା ପରେ ରାଫେଲକୁ ନେଇ ହୋଇଛି ବଡ଼ ଡିଲ୍। ଭାରତୀୟ ନୌସେନାରେ ସାମିଲ ହେବ ୨୬ ନୂଆ ରାଫେଲ। ଏଥିପାଇଁ ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ହେବ ମେଗା ଡିଲ୍। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଚୁକ୍ତି ସ୍ବାକ୍ଷର କରିବେ। ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜବୁତ କରିବ। ଫ୍ରାନ୍ସରୁ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଟ୍ୱିନ୍‌ ସିଟର ରାଫେଲ ଜେଟ୍‌ ଭାରତକୁ ଆସିବ।

Advertisment
India France Pahalgam Terrorist Attack
Advertisment
Advertisment