Advertisment

ମାଟିଗଦା ଏବେ ପାକିସ୍ତାନ, ସେନା ଦେଲାପ୍ରମାଣ

ଭାରତ ନେଇଛି ଗୋଟି ଗୋଟି ପ୍ରତିଶୋଧ । ଗଣି ଗଣି କରିଛି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିଛି । ପାକିସ୍ତାନ ସେନାକୁ ବି ସବକ୍‌ ଶିଖାଇଛି । ‘

author-image
Tapaswini Nayak

ଭାରତ ନେଇଛି ଗୋଟି ଗୋଟି ପ୍ରତିଶୋଧ । ଗଣି ଗଣି କରିଛି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିଛି । ପାକିସ୍ତାନ ସେନାକୁ ବି ସବକ୍‌ ଶିଖାଇଛି । ‘ଅପରେସନ୍‌ ସିନ୍ଦୂର’ରେ ଭାରତର ଯବାନଙ୍କ ସଫଳତା ପରେ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନର ଧ୍ୱଂସବିଧ୍ୱସଂର ଗୋଟିଗୋଟି ତଥ୍ୟ ରଖିଛନ୍ତି ଏୟାର ମାର୍ଶଲ ଏକେ ଭାରତୀ ।

Advertisment
Operation Sindoor
Advertisment
Advertisment