India\'s Dummy Aircraft Strategy Outsmarts Pakistan in Operation Sindoor
ନକଲି ଲଢୁଆ ବିମାନ ପଠାଇ ପାକିସ୍ତାନକୁ ଭକୁଆ ବନେଇଥିଲା ଭାରତ। ଅପରେସନ୍ ସିନ୍ଦୂରର ସଫଳତାକୁ ସାରା ଦେଶ ଖୁସି ମନାଉଥିବା ବେଳେ, ଏଥିରେ ବ୍ୟବହୃତ ବହୁ ରୋଚକ ରଣନୀତିକୁ ବି ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଖବର ସରବରାହ ସଂସ୍ଥା ANIର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ଉପରେ ଅସଲି ଏୟାର୍ ଷ୍ଟ୍ରାଇକ୍ କରିବା ଆଗରୁ, ଆକାଶରେ ପ୍ରଥମେ ଏକ ନକଲି ଆକ୍ରମଣର ଭ୍ରମ ସୃଷ୍ଟି କରିଥିଲା ଭାରତ। ଯାହାକି ଭାରତର ଏୟାର୍ ଡିଫେନ୍ସ ସିଷ୍ଟମ୍ ଧ୍ବଂସ କରିବାରେ ସହାୟକ ହୋଇଥିଲା। ଆଉ ତା ପରେ ତାଣ୍ଡବ ରଚିଥିଲା ପ୍ରାୟ ୧୫ ବ୍ରହ୍ମୋସ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)