Advertisment

PM Modi: ଭାରତ ନିର୍ମାଣ କରିବ ସ୍ପେଶ୍ ଷ୍ଟେସନ

ଜାତୀୟ ସ୍ପେସ୍ ଡେ'ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା। କହିଲେ, ଭାରତ ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ ଏବଂ ବୈଦ୍ୟୁତିକ ପ୍ରଚାଳନ ଭଳି ଯୁଗାନ୍ତକାରୀ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତ ଗଗନଯାନ ସହିତ ମଧ୍ୟ ଉପରକୁ ଉଠିବ ଏବଂ ଆଗାମୀ ସମୟରେ, ଭାରତ ନିଜର ମହାକାଶ ଷ୍ଟେସନ ନିର୍ମାଣ କରିବ... ଛାୟାପଥ ବାହାରେ ଆମର ଦିଗନ୍ତ ରହିଛି।

author-image
Debadatta Aryashrestha

ଜାତୀୟ ସ୍ପେସ୍ ଡେ'ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା। କହିଲେ, ଭାରତ ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ ଏବଂ ବୈଦ୍ୟୁତିକ ପ୍ରଚାଳନ ଭଳି ଯୁଗାନ୍ତକାରୀ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତ ଗଗନଯାନ ସହିତ ମଧ୍ୟ ଉପରକୁ ଉଠିବ ଏବଂ ଆଗାମୀ ସମୟରେ, ଭାରତ ନିଜର ମହାକାଶ ଷ୍ଟେସନ ନିର୍ମାଣ କରିବ... ଛାୟାପଥ ବାହାରେ ଆମର ଦିଗନ୍ତ ରହିଛି।

Advertisment
Narendra Modi PM Modi Gaganyaan
Advertisment
Advertisment