Advertisment

ମୋର ମଙ୍ଗଳ ଦୋଷ ଅଛି, ମୋତେ ଛୁଅନି

ରାଜାଙ୍କୁ ଏଭଳି କିଛି ରାଣ ପକାଇ ଭଣ୍ଡେଇ ଥିଲା ବେୱଫା ସୋନମ। ତାଙ୍କ ହସହସ ମୁହଁ ଆଉ ସରଳ ସ୍ୱଭାବ ଦେଖି ଫସିଯାଇଥିଲେ ରାଜା ରଘୁବଂଶୀ। ମିଛି ମିଛିକା ଉପବାସର ବାହାନା କରିଥିଲା ସୋନମ।

author-image
Tapaswini Nayak

ରାଜାଙ୍କୁ ଏଭଳି କିଛି ରାଣ ପକାଇ ଭଣ୍ଡେଇ ଥିଲା ବେୱଫା ସୋନମ। ତାଙ୍କ ହସହସ ମୁହଁ ଆଉ ସରଳ ସ୍ୱଭାବ ଦେଖି ଫସିଯାଇଥିଲେ ରାଜା ରଘୁବଂଶୀ। ମିଛି ମିଛିକା ଉପବାସର ବାହାନା କରିଥିଲା ସୋନମ। ରାଜାର ଭଲ ମନାସି ପୂଜା କରିବାର ବି କରୁଥିଲା ଅଭିନୟ। ଆଉ ଏପଟେ ପ୍ରେମିକ ସହ ମିଶି ରଚିଥିଲା ହତ୍ୟାର ଷଡଯନ୍ତ୍ର। ହନିମୁନ୍‌ରେ ରାଜାଙ୍କୁ ସାଙ୍ଗରେ ନେଇ ନିର୍ମମ ଭାବେ କରିଥିଲା ହତ୍ୟା।

Advertisment
Murder
Advertisment
Advertisment