GST
ଲାଭବାନ ହେବେ ସାଧାରଣ ଲୋକ । ସରକାର ଦେଲେ ବଡ଼ ଉପହାର । AC, ଟିଭି, ଫ୍ରିଜ, କାର୍, ଟ୍ରାକ୍ଟର ହେଲା ଶସ୍ତା । ସ୍ୱାସ୍ଥ୍ୟ, ଜୀବନ ବୀମା ବି ଜିଏସଟି ମୁକ୍ତ । ହଟିଲା ୧୨ ଓ ୨୮ ପ୍ରତିଶତ ଜିଏସଟି । ଏଣିକି ସାରା ଦେଶରେ କେବଳ ୫ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବ୍ ଲାଗୁ ହେବ । ଯାହାଫଳରେ ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକ ଅତ୍ୟାବଶୀୟ ସାମଗ୍ରୀଗୁଡିକ ଦାମ୍ କମିବ । କଥା ଦେଇ କଥା ରଖିଲେ ମୋଦି ସରକାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)