Advertisment

ବର୍ଡର ସିଲ୍‌, ବର ଯାଇପାରିଲାନି ପାକିସ୍ତାନ

ଆଜି ବାହାରିଥାନ୍ତା ବରଯାତ୍ରୀ। ରାଜସ୍ଥାନରୁ ଘୋଡା ଚଢ଼ି ସୀମା ପାର୍‌ କରି କନିଆଁ ଆଣିବାକୁ ଯାଇଥାନ୍ତା ବର। ପାକିସ୍ତାନରେ ପଡିଥାନ୍ତା ହାତଗଣ୍ଠି। ଏଥିପାଇଁ ସରିଥିଲା ସବୁ ପ୍ରସ୍ତୁତି। ରେଡ୍ଡି ଥିଲା ବର ଆଉ ସେପଟେ ସଜେଇ ହୋଇ ବର ବାଟକୁ ଚାହିଁଥିଲା କନିଆଁ। ରାତି ପାହିଲେ ବାଜିଥାନ୍ତା ଶାହାନାଇ। ହେଲେ ରାତି ଅଧରେ ହିଁ ସବୁ ଫସର ଫାଟିଯାଇଛି।

author-image
Tapaswini Nayak