Subsidy For Ujjwala
ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି। ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ମଞ୍ଜୁର। ଉପକୃତ ହେବେ ୧୦.୩୩ କୋଟି ଗରିବ ମହିଳା। ସେହିପରି ଏଲପିଜି ସିଲିଣ୍ଡରକୁ ସବସିଡି ଦରରେ ବିକ୍ରି ଯୋଗୁଁ ତୈଳ କମ୍ପାନିକୁ ହେଉଥିବା କ୍ଷତିପୂରଣ ବାବଦକୁ ୩୦ହଜାର କୋଟି ଟଙ୍କା ଯୋଗାଇବେ ସରକାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)