Chamoli
ଚାରିଆଡେ ମାଟି କାଦୁଅ। ପଙ୍କ ଭିତରେ ପୋତି ହୋଇଛି ଘର। ଧୋଇ ଯାଇଛି ରାସ୍ତାଘାଟ। ନିମିଷକରେ ସବୁ ହୋଇଯାଇଛି ନିଶ୍ଚିହ୍ନ। କିଏ କୁଆଡେ ଗଲା କିଛି ଜଣାପଡୁନି। ସକାଳେ ଯେଉଁଠି ସୁନ୍ଦର ସହର ବଜାର ଥିଲା, ରାତି ଅଧରେ ତାହା ଉଭେଇ ଯାଇଛି। ମାଟି ତଳେ ପୋତି ହୋଇଯାଇ ପୂରା ଗାଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)