Advertisment

ଗେଷ୍ଟ ହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା

ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।

author-image
Otv Khabar Bureau

ଉତ୍ତର ପ୍ରଦେଶ ହିଂସା ଘଟଣାରେ ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୋଲିସ ହେପାଜତରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।

Advertisment
Priyanka Gandhi Sweeps Guest House
Advertisment
Advertisment