Advertisment

ଟଙ୍କା ପାଇଁ ଗୁପ୍ତ ତଥ୍ୟ ବିକିଦେଲେ

ପାକ୍ ମହିଳା ଅଧିକାରୀଙ୍କ ଗୁଇନ୍ଦାଗିରି । ସାମ୍ବାଦିକାର ପରିଚୟ ଦେଇ ଚୋରାଇଛନ୍ତି ଗୁପ୍ତ ତଥ୍ୟ । ମହିଳାଙ୍କୁ ତଥ୍ୟ ଦେଇ ବନ୍ଧାହେଲେ CRPF ASI । ନିଜକୁ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ ଏହି ମହିଳା ।

author-image
Tapaswini Nayak
ଅଦ୍ୟତନ ହୋଇଛି

ପାକ୍ ମହିଳା ଅଧିକାରୀଙ୍କ ଗୁଇନ୍ଦାଗିରି । ସାମ୍ବାଦିକାର ପରିଚୟ ଦେଇ ଚୋରାଇଛନ୍ତି ଗୁପ୍ତ ତଥ୍ୟ । ମହିଳାଙ୍କୁ ତଥ୍ୟ ଦେଇ ବନ୍ଧାହେଲେ CRPF ASI । ନିଜକୁ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ ଏହି ମହିଳା ।

Advertisment
Pakistan CRPF DG
Advertisment
Advertisment