Special Story: Couple Marries During Blackout Amid Operation Sindoor in Jodhpur
ସବୁଆଡ଼େ କିଟମିଟ୍ ଅନ୍ଧାର । ମୋବାଇଲ୍ ଫ୍ଲାସ୍ ଲାଇଟ୍ରେ ବାହାଘର ଚାଳଇଛି । ଜୀବନ ସାଥୀର ହତ ଧରିବା ବେଳେ ବାଜୁନି ବାଜା ବି ଫୁଟୁନଥିଲା ରୋଷଣୀ । ରଙ୍ଗବେରଙ୍ଗର ଆଲୁଅ ବି ନାହିଁ । ଏ ଦୁଇ ଦମ୍ପତିଙ୍କ ବାହାଘର ବେଶ୍ ନିଆରା । ଏମାନଙ୍କ ବିବାହ ଆୟୋଜନରୁ ଆପଣ ପାଇବେ ଦେଶ ପ୍ରେମର ଗନ୍ଧ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)