Advertisment

ମନରୁ ଲିଭୁନି ସେହି କାଳ ରାତି

ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ସାନ ଭଉଣୀକୁ ଝୁରି ହେଉଛନ୍ତି ଦୁଇ ବଡ଼ ଭଉଣୀ। ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪ ।

author-image
Tapaswini Nayak

ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ସାନ ଭଉଣୀକୁ ଝୁରି ହେଉଛନ୍ତି ଦୁଇ ବଡ଼ ଭଉଣୀ। ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪ । ସୋମବାର ସକାଳେ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେଦିନର ସେହି ଛାତିଥରା ଘଟଣାକୁ ଗୋଟି ଗୋଟି କରି ବଖାଣିଛନ୍ତି।

Advertisment
Sikkim
Advertisment
Advertisment