Advertisment

Tapkeshwar Temple Submerges: ବନ୍ୟାରେ ବୁଡ଼ିଗଲା ତପକେଶ୍ବର ଶିବ ମନ୍ଦିର

ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ତମସା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ତପକେଶ୍ବର ଶିବ ମନ୍ଦିର ବୁଡ଼ି ଯାଇଛି। ପ୍ରକୃତି ବାରମ୍ବାର ଦାଉ ସାଧି ଚାଲିଥିବାରୁ ଡେରାଡୁନ ସହରରେ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି।

author-image
Tapan Kumar Swain