Cloudburst
ଜମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରଳୟ । ହଠାତ ବାଦଲଫଟା ବର୍ଷା ପରେ ହାହାକାର ସ୍ଥିତି । କିସ୍ତୱାର ଜିଲ୍ଲାର ଚାସୋତି, ପଦର ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଏ ଅଘଟଣରେ ଅତି କମରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବାଦଲ ଫଟା ବର୍ଷା ପରେ ଅନେକ ଲୋକ ରାସ୍ତାରେ ଫସିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)