ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଶେଷକୃତ୍ୟ ସମ୍ପନ୍ନ । ଜେନେରାଲ ବିପିନ ରାୱତଙ୍କ ସହ ପତ୍ନୀ ମଧୁଲିକାଙ୍କ ଶେଷକୃତ୍ୟ । ଗୋଟିଲ ଜୁଇରେ ଜଳିଲେ ଶ୍ରୀ ରାୱତ ଏବଂ ତାଙ୍କ ପତ୍ନୀ । ନୂଆଦିଲ୍ଲୀ ବ୍ରାର୍ ସ୍କୋୟାରଠାରେ ସଂପନ୍ନ ହେଲା ଶେଷକୃତ୍ୟ । ପିତା, ମାତାଙ୍କୁ ମୁଖାଗ୍ନି ଦେଲେ ୨ ଝିଅ କ୍ରିତିକା ଓ ତାରିଣୀ । ଶେଷ ସମ୍ମାନ ସ୍ୱରୂପ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବହୁ ମାନ୍ୟଗଣ୍ୟ ସେଠାରେ ଉପସ୍ଥିତ ଥିଲେ ।
Published: Otv Khabar Bureau
Last updated: 10 December 2021, 06:18 PM IST
ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଭିଡିଓରୁ ଶୁଣନ୍ତୁ ପୁରା ଘଟଣା ।