Advertisment

ଅଶାନ୍ତ ବାଂଲାଦେଶରୁ ଭାରତକୁ ଅନୁପ୍ରବେଶ ଡର

ବାଂଲାଦେଶରେ ଲାଗି ରହିଥିବା ହିଂସା ଓ ଅସ୍ଥିରତା ପରେ ଦେଶ ତଥା ରାଜ୍ୟକୁ ବଢୁଛି ଅନୁପ୍ରବେଶ ଚିନ୍ତା । ବିଶେଷକରି ପଶ୍ଚିମବଙ୍ଗ ସୀମା ଦେଇ ପଡ଼ୋଶୀ ଦେଶର ବହୁ ନାଗରିକ ଭାରତ ଆସିବାକୁ ଉଦ୍ୟମ କରୁଥିବାରୁ ସୀମାରେ ଶକ୍ତ ତାରବାଡ଼ ସଙ୍ଗକୁ ସଜାଗ ସୀମା ସୁରକ୍ଷା ବାହିନୀ।

author-image
Santosh Kumar Sahoo

ବାଂଲାଦେଶରେ ଥମୁନି ହିଂସା କି ଅସ୍ଥିରତା । ଏପଟେ ପଡ଼ୋଶୀ ଭାରତ ସମେତ ଓଡ଼ିଶାକୁ ବି ବଢୁଛି ଅନୁପ୍ରବେଶ ଚିନ୍ତା । ଭାରତ-ବାଲାଂଦେଶ ସୀମା ଆରପଟେ ପଶ୍ଚିମବଙ୍ଗର କୁଚବେହାର ଶୀତଲକୁଚି ଅଞ୍ଚଳର ଦୈନିକ ଠୁଳ ହେଉଛନ୍ତି ବହୁ ସଂଖ୍ୟାରେ ବାଂଲାଦେଶୀ । ସୁଯୋଗ ପାଇବା ମାତ୍ରେ, ସୀମା ପାର ହେବାକୁ ପ୍ରସ୍ତୁତ ।

Advertisment
Bangladesh BSF
Advertisment
Advertisment