Advertisment

ମୋ କାନକୁ ଶୁଭୁଥିଲା ବୋମାର ବିକଟାଳ ଶବ୍ଦ

ଚାରିଆଡେ ବ୍ଲାକ ଆଉଟ। କେବଳ କାନକୁ ଶୁଭୁଥିଲା ବମ୍ର ବିକଟାଳ ଶଦ୍ଧ। ଅପରେସନ ସିନ୍ଦୁରରେ ସାମିଲଥିବା ଯବାନ ହିତେଶଙ୍କ ଛାତିଥରା କାହାଣୀ ଶୁଣି ସମସ୍ତେ ଆବାକ।

author-image
Tapaswini Nayak

ଚାରିଆଡେ ବ୍ଲାକ ଆଉଟ। କେବଳ କାନକୁ ଶୁଭୁଥିଲା ବମ୍ର ବିକଟାଳ ଶଦ୍ଧ। ଅପରେସନ ସିନ୍ଦୁରରେ ସାମିଲଥିବା ଯବାନ ହିତେଶଙ୍କ ଛାତିଥରା କାହାଣୀ ଶୁଣି ସମସ୍ତେ ଆବାକ। ୩ ରାତି କାହା ଆଖିରେ ନିଦ ନଥିଲା। ଦେଶ ମାତୃକାର ସୁରକ୍ଷା ପାଇଁ ସମସ୍ତେ ଥିଲେ ତୟାର। ଅପରେସନ ସିନ୍ଦୁର ଆରମ୍ଭ ହେବା ପୂର୍ବରୁ ୧୨ ଦିନ ଧରି ଟାରଗେଟ କରି କିଭଳି ଗୁଳି ଗୋଳା ବର୍ଷଣ କରିବୁ ସେଥିପାଇଁ ପାଇଁ ନେଇଥିଲୁ ଟ୍ରେନିଂ।

Advertisment
Operation Sindoor
Advertisment
Advertisment