Advertisment

ପହଲଗାମ ହମ୍‌ଲା, ପାକିସ୍ତାନ ଲିଙ୍କରେ ଥିଲେ ଜ୍ୟୋତି

ପହଲଗାମ୍ ହମଲା ବେଳେ ସାରା ଦେଶ ସ୍ତବ୍ଧ ଥିଲା। ଲୁହ ଝରାଉଥିଲା ପୂରା ଦେଶ। ୨୬ ନୀରିହଙ୍କ ନୃଶଂସ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ। ନର ରୂପି ଏହି ରାକ୍ଷାସଙ୍କୁ ଉଚିତ୍ ଜବାବ ଦେବାକୁ ଚାରିଆଡ଼ୁ ଦାବି ହେଉଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି

ପହଲଗାମ୍ ହମଲା ବେଳେ ସାରା ଦେଶ ସ୍ତବ୍ଧ ଥିଲା। ଲୁହ ଝରାଉଥିଲା ପୂରା ଦେଶ। ୨୬ ନୀରିହଙ୍କ ନୃଶଂସ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ। ନର ରୂପି ଏହି ରାକ୍ଷାସଙ୍କୁ ଉଚିତ୍ ଜବାବ ଦେବାକୁ ଚାରିଆଡ଼ୁ ଦାବି ହେଉଥିଲା। ପାକିସ୍ତାନ ଉପରେ ବଡ଼ ଆକ୍ସନ୍ ପାଇଁ ବି ଚାରିଆଡ଼ୁ ଦାବି ଉଠୁଥିଲା। ହେଲେ ଠିକ୍ ଏହି ସମୟରେ ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା ସାଜିଥିଲେ ପାକିସ୍ତାନର ୱଫାଦାର୍।

Advertisment
Puri India Pakistan
Advertisment
Advertisment