Air India’s Safest Dreamliner Crashes in 2 Minutes, Sparks Major Safety Questions
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Air India’s Safest Dreamliner Crashes in 2 Minutes, Sparks Major Safety Questions
କେମିତି ଘଟିଗଲା ଏତେ ବଡ଼ ଅଘଟଣ?
ମାତ୍ର ଦୁଇ ମିନିଟରେ ଦୋହଲିଗଲା ଦୁନିଆ । ଆକାଶକୁ ଉଠୁ ଉଠୁ କ୍ରାସ୍ ହେଇଗଲା ଏୟାର ଇଣ୍ଡିଆର ସବୁଠୁ ସୁରକ୍ଷିତ ଓ ଅତ୍ୟାଧୁନିକ ଡ୍ରିମ୍ ଲାଇନର୍, ଯାହାକି ୨୦୧୧ରେ ଡେବ୍ୟୁ ପରଠୁ କେବେ ବି ଦୁର୍ଘଟଣାର ସାମ୍ନା କରିନଥିଲା । ବଡ଼ ପ୍ରଶ୍ନ, କେମିତି ଘଟିଗଲା ଏତେ ବଡ଼ ଅଘଟଣ? ଅଭିଜ୍ଞ ପାଇଲଟ୍ ଥାଇ ବି କେମିତି ଫ୍ଲାଇଟ୍ ଉପରୁ ହଟିଗଲା କଣ୍ଟ୍ରୋଲ୍? ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ପରେ ଏବେ ଆରମ୍ଭ ହୋଇଛି କାରଣ ଖୋଜା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)