Advertisment

ଜମ୍ମୁ କାଶ୍ମୀରରେ ଭୂସ୍ଖଳନ ଓ ବାଦଲ ଫଟା ବର୍ଷା

ଜମ୍ମୁ କାଶ୍ମୀରରେ ତାଣ୍ଡବ ରଚୁଛି ଭୂସ୍ଖଳନ ଓ ବାଦଲ ଫଟା ବର୍ଷା । କାଶ୍ମୀରର ରିଆସୀ ଅଞ୍ଚଳରେ ଭୂସ୍ଖଳନ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗୋଟିଏ ପରିବାର ବୋଲି କୁହାଯାଉଛି। ବଦ୍ଦାର ଗାଁରେ ଏହି ଅଘଟଣ ଘଟିଛି।

author-image
Tapan Kumar Swain