Advertisment

ବାଦଲଫଟା ବର୍ଷାର ତାଣ୍ଡବ ଲୀଳା

ଘୁ ଘୁ ହୋଇ ମାଡିଆସୁଛି ପାଣି। ବୁଡୁଛି ଘର, ବୁଡୁଛି ସହର। କେଉଁଠି ଗାଡି ମଟର ଭାସୁଛିତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ। ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପା

author-image
Tapaswini Nayak
ଅଦ୍ୟତନ ହୋଇଛି

ଘୁ ଘୁ ହୋଇ ମାଡିଆସୁଛି ପାଣି। ବୁଡୁଛି ଘର, ବୁଡୁଛି ସହର। କେଉଁଠି ଗାଡି ମଟର ଭାସୁଛିତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ। ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପାଣି। ସିକ୍କିମଠୁ ଆରମ୍ଭ କରି ଅରୁଣାଚଳ ଯାଏ ହାହାକାର। ଆସାମରୁ ମଣିପୁର ଯାଏଁ ଜଳ ପ୍ରହାର। ତାଣ୍ଡବ ରଚିଛି ପ୍ରକୃତି। ଅଉ ଇଏ ହେଉଛି ତା’ର ବିକରାଳ ରୂପ।

Advertisment
North Sikkim
Advertisment
Advertisment