By: Pallipuspa Samal
Last updated: 28 March 2022, 01:02 PM IST
ଯେଉଁ ଆଡ଼ିବନ୍ଧକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଲୋକ...ସେଇଠି ହେଲା ଦୁର୍ନୀତି। ପାଣିରେ ପଡ଼ିବାକୁ ବସିଲାଣି ୯ କୋଟି ଟଙ୍କା...ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ